ଫଣି ଭୁକ୍ Phaṇi bhuk

  • ସଂ. ବି—(ଫଣିନ୍+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍, 1 ମା 1 ବ) ମୟୂର — Peacock
  • ସଂ. ବି—(ଫଣିନ୍+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍, 1 ମା 1 ବ) ଗରୁଡ଼ — Garurḍ̠a