ଫଣି ପ୍ରିୟ Phaṇi priya

  • ସଂ. ବି—( 6 ଷ୍ଠୀ ତତ୍; ଫଣିନ୍+ପ୍ରିୟ; ସର୍ପମାନେ ବାୟୁ ଆହାର କରନ୍ତି ବୋଲି କବିପ୍ରସିଦ୍ଧି ଥିବାରୁ) — ବାୟୁ — Air; the wind