ଫଣଫଣ Phaṇa phaṇa

  • ଦେ. ବିଣ — ରକ୍ତବର୍ଣ୍ଣ; ଲାଲବର୍ଣ୍ଣବିଶିଷ୍ଟ — Red coloured
  • ଦେ. ବିଣ — ଫୁଲୁକା — 3. Slightly swollen
  • ଦେ. ବିଣ — ଜ୍ୱର ସକାଶରୁ ମୁହଁଟା ଫଣ ଫଣ । ଦିଶିଣ ହୋଇଲା ସେ ଅତ୍ୟନ୍ତ ଭୀଷଣ । କୃଷ୍ଣସିଂହ, ମହାଭାରତ, ଶାନ୍ତି ।