ଫଣଧରଧର Phaṇadharadhara

  • ସଂ. ବି—(ଉପପଦ ତତ୍ପୁରୁଷ; ଫଣଧର=ସର୍ପ+ଧର= ଯେ ଧରେ) — ମହାଦେବ; ଶିବ — Mahādeba; Ṡiba