ଫଟ୍କାର Phaṭ-kāra

  • ଦେ. ବି. — ଫଟ୍ ଶବ୍ଦ (ଯଥା—ଲୁଗା କାଚିବା, ପାଛୁଡ଼ିବା, ହାତରେ ତାଳି ମାରିବା) — The sound of 'Phaṭ'
  • ଦେ. ବି. — ହାତର ତାଳି ଶବ୍ଦ — Sound of clapping
  • ଦେ. ବି. — ଧୁତ୍କାର୍ (ଦେଖ) — Dhut-kāra (See)