ଫଟ୍ Phaṭ

  • ସଂ. ଅ. (ସ୍ଫୁଟ୍ ଧାତୁ=ଭେଦ କରିବା+କ୍ୱିପ୍) — ମନ୍ତ୍ର ଶେଷରେ ତାଳି ମାରି ଉଚ୍ଚାରଣ କରିବା ଶବ୍ଦ; ମନ୍ତ୍ରାଂଶବିଶେଷ — A sound uttered at the end of a Mantra
  • ଦେ. ଅ. — ଫଟ୍ ଫଟ୍ (ଦେଖ) — Phaṭ phaṭ (See)