ଫଟେଇ ହେବା Phatei hebā

  • ଦେ. କ୍ରି—(ବ୍ୟଙ୍ଗାର୍ଥ; ସ୍ତ୍ରୀ ଭାଷା; ସ୍ଫୁଟ୍ ଧାତୁ) — ଗୁଡ଼ାଏ ବୃଥାରେ ବକିବା; ଗପିବା — To prattle; to babble; to talk much
  • ଦେ. କ୍ରି—(ବ୍ୟଙ୍ଗାର୍ଥ; ସ୍ତ୍ରୀ ଭାଷା; ସ୍ଫୁଟ୍ ଧାତୁ) — ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରିବା — To ask questions with persistence