ଫଟା କପାଳ Phaṭā kapāḻa

  • ଦେ. ବି. — ହତଭାଗ୍ୟ; ଦୁର୍ଭାଗ୍ୟ; ହୀନ କପାଳ — Ill luck
  • ଦେ. ବି. — ଫଟା କପାଳକୁ କଳଙ୍କିନୀ ବାଦ କାଳଯାକ ମୋର ଯାଉ ନାହିଁ, ଆଗୋ ପ୍ରିୟ ସହି। ଓଡ଼ିଆ ସଙ୍ଗୀତ।