ଫଟକାଇବା Phaṭakāibā

  • ଦେ. କ୍ରି — ହୁରୁଡ଼ାଇବା; ତାଳି ମାରି ଚଢ଼େଇଙ୍କୁ ହୁରୁଡ଼ାଇ ଦେବା ଭଳି କରିବା; ଫିଡ଼ିକେଇବା — To scare away a person (like scaring birds with clapping)
  • ଦେ. କ୍ରି — ଫଟ୍ ଫଟ୍ ଶବ୍ଦ କରିବା — To make cracking sounds