ଫଟକ ବିସିନୀ Phaṭaka bisinī

  • ଦେ. ବିଣ.—(ସଂ. ସ୍ଫୁଟ+ବ୍ୟସନୀ) — ସଉକିନିଆଁ; ସୌଖୀନ୍ ଶୁଭ୍ର ବେଶଧାରୀ (ବ୍ୟକ୍ତି) — Foppish
  • ଦେ. ବି. — ସଉଖୀନ୍ ଶୁଭ୍ର ବେଶଧାରୀ ବ୍ୟକ୍ତି — Beau; fop; coxcomb