ଫଗୁଣ ଫୁଟା Phaguṇa phuṭā

  • ପ୍ରାଦେ. (ଗଡ଼ଜାତ) ବି — ଶୂଦ୍ରଜାତିରେ ବଢ଼ିଲା କନ୍ୟା ପ୍ରଥମେ ଶାଶୁଘରୁ ବାପ ଘରକୁ ଫଗୁଣ ମାସରେ ଆସିବା କାର୍ଯ୍ୟ — The act of a Ṡūdra girl's coming back to her father's house from the house of her father-in-law after attaining puberty