ଫକଡ଼ି ମାରିବା Phakaṟḍ̠i māribā

  • ଦେ. କ୍ରି. — ଅନ୍ତଃସାରଶୂନ୍ୟ କଥା କହିବା; ବାଲିଙ୍ଗି କରିବା — To brag; to talk big