ଫଉଜଦାରି Phaujadāri
- ବୈଦେ. ବି (ଫା. ଫୌଜ୍ଦାରୀ) — ଅପରାଧଘଟିତ ମକଦମା — Criminal case
- ବୈଦେ. ବି (ଫା. ଫୌଜ୍ଦାରୀ) — ଅପରାଧ — Criminal offence
- ବୈଦେ. ବି (ଫା. ଫୌଜ୍ଦାରୀ) — ଅପରାଧସଂକ୍ରାନ୍ତ ମକଦମାର ବିଚାର — Trial of criminal cases
- ବୈଦେ. ବି (ଫା. ଫୌଜ୍ଦାରୀ) — ଅପରାଧଘଟିତ ମାଡ଼ପିଟ — Criminal affray
- ବୈଦେ. ବି (ଫା. ଫୌଜ୍ଦାରୀ) — [ଦ୍ର—ମୋଗଲ ଶାସନରେ ଶାସନ ବିଭାଗ 3 ଶ୍ରେଣୀରେ ବିଭକ୍ତ ହୋଇଥିଲା। ଯଥା— 1 । ଅପରାଧସମ୍ବନ୍ଧୀୟ ବା ଫୌଜଦାରୀ — [ଦ୍ର—ମୋଗଲ ଶାସନରେ ଶାସନ ବିଭାଗ3ଶ୍ରେଣୀରେ ବିଭକ୍ତ ହୋଇଥିଲା ଯଥା—1 ଅପରାଧସମ୍ବନ୍ଧୀୟ ବା ଫୌଜଦାରୀ— Criminal,2 କ୍ଷତିପରଣସମ୍ବନ୍ଧୀୟ ବା ଦେବାନି—Civil.ଓ3 ରାଜସ୍ୱସମ୍ବନ୍ଧୀୟ ବା ମାଲ୍—Revenue.]
- ବିଣ — ଅପରାଧଘଟିତ ମକଦ୍ଦମାସମ୍ବନ୍ଧୀୟ — Relating to crimanal case
- ବିଣ — ମାଜିଷ୍ଟ୍ରେଟସମ୍ବନ୍ଧୀୟ — Relating to the Magistrate