ପୟଃ ପ୍ରଣାଳୀ Payaḥ praṇāḻī

  • ସଂ. ବି. ( 6 ଷ୍ଠୀ ତତ୍; ପୟଃ+ପ୍ରଣାଳୀ) — ପାଣି— ନଳା — Water course; water- channel
  • ସଂ. ବି. ( 6 ଷ୍ଠୀ ତତ୍; ପୟଃ+ପ୍ରଣାଳୀ) — ପାଣି ମାହରା; ପାଣି ଗଡ଼ିଯିବା ପାଇଁ ପ୍ରସ୍ତୁତ ପହଣି — Drain
  • ସଂ. ବି. ( 6 ଷ୍ଠୀ ତତ୍; ପୟଃ+ପ୍ରଣାଳୀ) — ନର୍ଦ୍ଦମା; ଯେଉଁ ବାଟରେ ପାଣି ସ୍ୱତଃ ଗଡ଼ିଯାଏ — Gutter