ପଢ଼ା Paṟḍ̠ẖā
- ଦେ. ବି. (ସଂ. ପଠ୍ ଧାତୁ) — ପଠନ — Reading
- ଦେ. ବି. (ସଂ. ପଠ୍ ଧାତୁ) — ଶୁଆସାରୀଙ୍କର ପଦ ବୋଲିବା — Recitation by parrots and myna birds
- ଦେ. ବି. (ସଂ. ପଠ୍ ଧାତୁ) — ଶିକ୍ଷା — Learning
- ଦେ. ବି. (ସଂ. ପଠ୍ ଧାତୁ) — ସନ୍ଥ; ଛାତ୍ରକୁ ଦିଆଯିବା ଦୈନିକ ପାଠ — Lesson
- ଦେ. ବିଣ — ପଠିତ; ପଠିତ ହୋଇଥିବା — Read; learnt
- ଦେ. ବିଣ — ପଢୁଆ; ପଢୁଥିବା — Reading
- ଦେ. ବିଣ — ଯେଉଁ ଶୁଆ ବା ସାରୀ ପଦ ଧରି ବୋଲୁଥାଏ — Reciting words; talking (parrot or myna)
- ଦେ. ବିଣ — ପିଞ୍ଜର ମଣ୍ଡନ ପଢ଼ା ସାରିକା ପଢ଼ା ଛାଡ଼ି କଲେ ମଣ୍ଡୁକ ଡକା। କବିସୂର୍ଯ୍ୟ. କବିତା।
- ଦେ. ବିଣ — ପାଠୁଆ; ଶିକ୍ଷିତ — Learned; educated