ପଢ଼ାବନ୍ତି Paṟḍ̠ẖābanti
- ଦେ (ପ୍ରାଚୀନ ପ୍ରୟୋଗ) କ୍ରି. (ସଂ. ପଠ୍ ଧାତୁ) — (ପଢ଼ିବା କ୍ରିୟାର ଣିଜନ୍ତ ପଢ଼ାନ୍ତିର ବିକଳ୍ପରୂପ) (ସେ ବା ସେମାନେ) ଅଧ୍ୟାପନ କରନ୍ତି — Do teach (An obsolete form of Paṟḍ̠ẖānti)
- ଦେ (ପ୍ରାଚୀନ ପ୍ରୟୋଗ) କ୍ରି. (ସଂ. ପଠ୍ ଧାତୁ) — ଅନେକ ଯତନ କରି ପଢ଼ାବନ୍ତି ମୁନି। ପ୍ରତାପ, ଶଶିଶେଣା।