ପଢ଼ାଇବା Paṟḍ̠ẖāibā

  • ଦେ. କ୍ରି — (ପଢ଼ିବାର ଣିଜନ୍ତ ରୂପ)—ଅଧ୍ୟାପନା କରିବା — Causative of Paṟḍ̠ẖibā To teach
  • ଦେ. କ୍ରି — ପରାମର୍ଶ ଦେବା — To advise
  • ଦେ. କ୍ରି — ବନ ଭାବନ ଭାବନା ଏକାକରେ ଭଲା ପଢ଼ାଇଛି ଜଟାଧାରୀ ଗୋ ବାମାଏ। ଭଞ୍ଜ. ବୈଦେହୀଶବିଳାସ।