ପଡ଼୍ ପ଼ଡ଼୍ Paṟḍ̠ paṟḍ̠

  • ଦେ. ଅ. (ଧ୍ୱନ୍ୟନୁକରଣ) — ପଡ଼ ପଡ଼ ଶବ୍ଦ — Crackling sound
  • ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ସେ ବେତରେ ରାମକୁ ପାଞ୍ଚପାହାର ପଡ଼୍ ପଡ୍ କରି ପିଟି ପକେଇଲା।)
  • ଦେ. ଅ. (ଧ୍ୱନ୍ୟନୁକରଣ) — ପଡ୍, ପଡର୍ ପଡ଼ର୍, ପଡ଼ପାଡ଼୍, ପଡ଼ାକ୍, ପଡ଼ାତ୍ ଅନ୍ୟରୂପ — ପଡ୍, ପଡର୍ ପଡ଼ର୍, ପଡ଼ପାଡ଼୍, ପଡ଼ାକ୍, ପଡ଼ାତ୍ଅନ୍ୟରୂପ
  • ଦେ. ଅ. (ଧ୍ୱନ୍ୟନୁକରଣ) — ଲୁଗା ଚିରିଯିବା ବା ଫାଟିଯିବାର ଶବ୍ଦ — Sound produced by the ripping of a cloth
  • ଦେ. ଅ. (ଧ୍ୱନ୍ୟନୁକରଣ) — ବାରଂବାର ଅଧୋବାୟୁ ନିର୍ଗମନର ଶବ୍ଦ — Sound made by repeated loud discharge of wind from the anus
  • ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—ପଡ଼ ପଡ଼ ଅପେକ୍ଷା ଛୋଟ ଶବ୍ଦ ପୁଡ଼୍ପାଡ୍; ପୁଡ୍ ପୁଡ୍।]