ପଡ଼ିସା Paṟḍ̠isā
- ଦେ. ବି. ପୁଂ. (ସଂ. ପ୍ରତିବେଶୀ; ପ୍ରତିବାସୀ; ପ୍ରା. ପଡ଼ିବେସ) — ପ୍ରତିବାସୀ; ସାଇପଡ଼ିଶା — Neighbour
- ଦେ. ବି. ପୁଂ. (ସଂ. ପ୍ରତିବେଶୀ; ପ୍ରତିବାସୀ; ପ୍ରା. ପଡ଼ିବେସ) — ଡାକୁଥିଲେ ପଡ଼ିଶାଏ ମହାଶ୍ରଦ୍ଧା ବହି। ରାଧାନାଥ, ଫୁଲବାଣୀ।
- ଦେ. ବି. ପୁଂ. (ସଂ. ପ୍ରତିବେଶୀ; ପ୍ରତିବାସୀ; ପ୍ରା. ପଡ଼ିବେସ) — ପାଖରେ ଥିବାଲୋକ — A person living close by
- ଦେ. ବି. ପୁଂ. (ସଂ. ପ୍ରତିବେଶୀ; ପ୍ରତିବାସୀ; ପ୍ରା. ପଡ଼ିବେସ) — ବୈଷ୍ଣବ ପଡ଼ିଶା ଯେ ଜନ ତା ତହିଁ ନାହିଁଟି ମୋ ପଣ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବିଣ — ପ୍ରତିବେଶୀ; ପାର୍ଶ୍ୱସ୍ଥ — Neighbouring; adjoining