ପଡ଼ିଆ ଭୂଇଁ Paṟḍ̠iā bhuiñ

  • ଦେ. ବି. (ସଂ. ପତିତ ଭୂମି) — ପତିତ ଜମି — Fallow ground
  • ଦେ. ବି. (ସଂ. ପତିତ ଭୂମି) — ଗୋଚର ଜମି — Grazing ground
  • ଦେ. ବି. (ସଂ. ପତିତ ଭୂମି) — ଗ୍ରାମ୍ୟ ସାଧାରଣଙ୍କର ଝାଡ଼ା ଫେରିବା ସ୍ଥାନ — The common easing ground of a village
  • ଦେ. ବି. (ସଂ. ପତିତ ଭୂମି) — ଦେବ, ଦ୍ୟାଇବ, ଦେ ପଦ ବୋଲିବ, ପଡ଼ିଆ ଭୂମିରେ ଗୋଧନ ଚରାଇବ ହେ—ଚକୁଳିଆ ପଣ୍ଡା ଗୀତ।