ପଡ଼ିଆ ଉଠିଆ Paṟḍ̠iā uṭhiā

  • ଦେ. ବିଣ. (ବିପରୀତାର୍ଥକ ସହଚର) — ଉଚ୍ଚ ନୀଚ (ଭୂମି) — Undulating (ground)
  • ଦେ. ବିଣ. (ବିପରୀତାର୍ଥକ ସହଚର) — ଅନାବାଦୀ ଓ ଆବାଦୀ (ଜମି) — Waste and arable (land)