ପଡ଼ି ରହିବା Paṟḍ̠i rahibā
- ଦେ. କ୍ରି — ବହୁକାଳ ଏକ ସ୍ଥାନରେ ପଡ଼ିବା — To lie at one place for a long time
- ଦେ. କ୍ରି — କାର୍ଯ୍ୟ ଅସମାପ୍ତ ବା ଅକୃତ ହୋଇ ବହୁକାଳ ରହିବା — To be pending; (a work) to remain undone or unfinished
- ଦେ. କ୍ରି — ବହୁକାଳ ଅପେକ୍ଷା କରିବା — To wait for a long time
- ଦେ. କ୍ରି — ବହୁ କାଳ ରୋଗ ଯୋଗୁଁ ଶଯ୍ୟାଗତ ହୋଇ ରହିବା — To be confined to bed for a long time