ପଡ଼ି ମରିବା Paṟḍ̠i maribā

  • ଦେ. କ୍ରି — କୌଣସି ସ୍ଥାନରେ ଜୋର୍ରେ ପତିତ ହେବା — To fall down with force
  • ଦେ. କ୍ରି — ଅତି ଦୁଃଖ ବା କଷ୍ଟରେ କୌଣସି ସ୍ଥାନରେ ପଡ଼ି ରହିବା — To continue to stay at a place with great difficulty