ପଡ଼ି କାଟ Paṟḍ̠i kāṭa
- ଦେ. ବି — ଦୈନିକ ଖଞ୍ଜା ଥିବା ପଡ଼ି ବା ଖାଦ୍ୟର ଅପ୍ରାପ୍ତି — Lack or deprivation of the daily supply or dole given out to a person; non-receipt of one's daily dole
- ଦେ. ବି — (ଲକ୍ଷଣାର୍ଥ) ଭୋଜନାଭାବ — (figurative) Lack of one's daily food or supply