ପଡ଼ି ଉଠି ପଳାଇବା Paṟḍ̠i uṭhi paḻāibā

  • ଦେ. କ୍ରି — ଅତି ଉଦ୍ବେଗରେ ବାଧା ବିଘ୍ନ ନ ଗଣି କୌଣସି ସ୍ଥାନ ତ୍ୟାଗ କରିବା — To leave a place in hot haste
  • ଦେ. କ୍ରି — ଘଟୋତ୍କଚ ସଙ୍ଗରୁ ଯୁଦ୍ଧ ଛାଡ଼ି ଦେଇ, ପଳାଇଲେ ପଡି ଉଠି ହେ ନରସାଇଁ। କୃଷ୍ଣସିଂହ. ମହାଭାରତ. ଭୀଷ୍ମ।