ପଡ଼ି ଉଠି ଧାଇଁବା Paṟḍ̠i uṭhi dhāiñbā

  • ଦେ. କ୍ରି — ବାଧା ବିପଦକୁ ନ ଗଣି ଅତିଶୟ ବ୍ୟଗ୍ର ହୋଇ ଖୁବ୍ ବେଗରେ ଗତି କରିବା — To run very quickly by ignoring all the difficulties