ପଡ଼ା ପଡ଼ିସା Paṟḍ̠ā paṟḍ̠isā
- ଦେ. ବି. (ସଂ. ପତ୍ତନ+ପ୍ରତିବାସୀ) — ସାଇ ପଡ଼ିଶା — Neighbours
- ଦେ. ବି. (ସଂ. ପତ୍ତନ+ପ୍ରତିବାସୀ) — ନିଜ ଗୃହର ସମୀପବର୍ତ୍ତୀ ସ୍ଥାନମାନ — Places adjoining one's residence
- ଦେ. ବି. (ସଂ. ପତ୍ତନ+ପ୍ରତିବାସୀ) — [ପଡ଼ା ପଡ଼ୋସ, ପଡ଼ା ପ୍ରତିବାସୀ, ପଡ଼ାପଡ଼(ଡ଼ୋ)ସି—ଅନ୍ୟରୂପ]