ପ୍ୟାକିଙ୍ଗ୍ Pyākiṅg

  • ବୈଦେ. ବି. (ଇଂ. ପାକିଙ୍ଗ୍) — ଗଣ୍ଠିରୀ — Packing
  • ବୈଦେ. ବି. (ଇଂ. ପାକିଙ୍ଗ୍) — ପେକିନ୍ (ଦେଖ) — Pekin (See)
  • ବୈଦେ. ବି. (ଇଂ. ପାକିଙ୍ଗ୍) — [ଦ୍ର—ଇଂରାଜିରେ — Pଅକ୍ଷର ଓaଅକ୍ଷର ପରେ ଯୁକ୍ତ ହେବା ଶବ୍ଦମାନ ଯଥା—ପାକ୍; ପାକେଟ୍; ପାଡ୍, ପାଣ୍ଟ୍, ପାସ୍, ପାସେଞ୍ଜର୍, ପାମ୍ଫ୍ଳେଟ୍, ପାନେଲ୍ଆଦି ଶବ୍ଦ ଓଡ଼ିଆରେ ଭିନ୍ନ ଭିନ୍ନ ଲେଖକ ପା, ପ୍ୟା ଓ ପେ ପୂର୍ବକ କରି ଲେଖନ୍ତି]