ପ୍ଳୁଷ୍ (ଧାତୁ) Pḻush (root)
- ସଂ. — ଦାହ କରିବା — To burn
- ସଂ. — ପୂର୍ଣ୍ଣ କରିବା — To fill
- ସଂ. — ମୁକ୍ତ କରିବା — To set free
- ସଂ. — ଛିଞ୍ଚିବା — To sprinkle
- ସଂ. — ପ୍ରିୟ ହେବା — To be fond
- ସଂ. — ଦୟାଳୁ ହେବା — To be kind
- ସଂ. — ସ୍ନିଗ୍ଧ ବା ତୈଳାକ୍ତ ହେବା — To be oily or smooth