ପ୍ଳୁତ ଗତି Pḻuta gati
- ସଂ. ବି. (କର୍ମଧା; ପ୍ଳୁତ+ଗତି) — ଡେଇଁ ଡେଇଁ ଚାଲି — Going by leaps; jumping
- ସଂ. ବି. (କର୍ମଧା; ପ୍ଳୁତ+ଗତି) — ଅଶ୍ୱର ଦୁଲକୀ ଚାଲି — Horse's trot
- ସଂ. ବି. (କର୍ମଧା; ପ୍ଳୁତ+ଗତି) — (ବହୁବ୍ରୀହି) ଠେକୁଆ — Rabbit
- ବିଣ. (ବହୁବ୍ରୀହି) — ଡେଇଁ ଡେଇଁ ଚାଲୁଥିବା — Moving by leaps or bounds