ପ୍ଳାଞ୍ଚେଟ୍ Pḻān̄cheṭ
- ବୈଦେ. ବି. (ଇଂ.) — ମିସ୍ମେରିଜ୍ରେ ବିଶ୍ୱାସ କରିବା ଲୋକଙ୍କ ବ୍ୟବହୃତ ପାନପତ୍ର ଆକାରରେ କାଠର ଖଣ୍ଡିଏ ଚକତୀ, ଯହିଁରେ ଚଉଡ଼ା ପାଖର ତଳେ ଦୁଇ ପାଖେ 2 ଟି ଚକ ଲାଗିଥାଏ ଓ ଆଗପାଖରେ ଗୋଟିଏ ଛିଦ୍ର ହୋଇ ସେଥିରେ ଖଣ୍ଡିଏ ଉଡନ୍ ପେନ୍ସିଲ୍ ଗଳିଥାଏ ଓ ଯାହା ଉପରେ 2 ଜଣ ଲେଡ଼ି ରଖିଲେ ଉକ୍ତ ଚକତୀ ଗତି କରେ ଓ ପେନ୍ସିଲ ମୁନ ତଳେ ଥିବା କାଗଜରେ ପ୍ରଶ୍ନମାନଙ୍କର ଉତ୍ତରମାନ ମନକୁ ଲେଖି ହୋଇଯାଏ — ମିସ୍ମେରିଜ୍ରେ ବିଶ୍ୱାସ କରିବା ଲୋକଙ୍କ ବ୍ୟବହୃତ ପାନପତ୍ର ଆକାରରେ କାଠର ଖଣ୍ଡିଏ ଚକତୀ, ଯହିଁରେ ଚଉଡ଼ା ପାଖର ତଳେ ଦୁଇ ପାଖେ2ଟି ଚକ ଲାଗିଥାଏ ଓ ଆଗପାଖରେ ଗୋଟିଏ ଛିଦ୍ର ହୋଇ ସେଥିରେ ଖଣ୍ଡିଏ ଉଡନ୍ ପେନ୍ସିଲ୍ ଗଳିଥାଏ ଓ ଯାହା ଉପରେ2ଜଣ ଲେଡ଼ି ରଖିଲେ ଉକ୍ତ ଚକତୀ ଗତି କରେ ଓ ପେନ୍ସିଲ ମୁନ ତଳେ ଥିବା କାଗଜରେ ପ୍ରଶ୍ନମାନଙ୍କର ଉତ୍ତରମାନ ମନକୁ ଲେଖି ହୋଇଯାଏ—Planchette