ପ୍ଳବମାନ Pḻabamāna

  • ସଂ. ବିଣ. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅନ) — ଭାସମାନ — Floating; swimming
  • ସଂ. ବିଣ. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅନ) — ଲମ୍ଫମାନ — Jumping, leaping