ପ୍ଳଟିଙ୍ଗ୍ Pḻaṭiṅg
- ବୈଦେ. ବି. (ଇଂ. ପ୍ଳଟିଙ୍ଗ୍) — ଫିଲ୍ଡ୍ ବୁକ୍ରେ ଲିଖିତ ମାପ ଓ ଉପଦେଶ ଅନୁସାରେ କାଗଜରେ ପେନ୍ସିଲ୍ ଦ୍ୱାରା ପ୍ରାଥମିକ ନକ୍ସା ଚିଠା କରିବା — Plotting of a map according to the field book
- ବୈଦେ. ବି. (ଇଂ. ପ୍ଳଟିଙ୍ଗ୍) — [ଦ୍ର—କାଗଜରେ ପେନ୍ସିଲ ଦ୍ୱାରା ପ୍ଳଟିଙ୍ଗ୍ ହୋଇ ସାରିଲେ ରେଖାମାନଙ୍କର ଉପରେ କାଳି ଚଢ଼ାଇବାକୁ ହୁଏ। ଏହାକୁ ଇଙ୍କିଙ୍ଗ୍ ବୋଲାଯାଏ, ତତ୍ପରେ ରଙ୍ଗ ଦେବାକୁ ହୁଏ, ଏହାକୁ କଲରିଙ୍ଗ୍ ବୋଲାଯାଏ।]