ପ୍ଲେନ୍ Plen
- ବୈଦେ. ବିଣ. (ଇଂ.) — ଚିକ୍କଣ; ମସୃଣ — Smooth
- ବୈଦେ. ବିଣ. (ଇଂ.) — ସମତଳ — Plane
- ବୈଦେ. ବିଣ. (ଇଂ.) — ସାଦା; ଚିତ୍ରବିହୀନ — Unadorned
- ବୈଦେ. ବିଣ. (ଇଂ.) — ଯାହା ରଙ୍ଗୀନ୍ ନୁହେଁ — Uncoloured
- ବୈଦେ. ବିଣ. (ଇଂ.) — ସରଳ — Simple
- ବି — ବଢ଼େଇର ରନ୍ଦା — Carpenter's plane