ପ୍ରୟୋଜନ Prayojana

  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ଚରମ ଉଦ୍ଦେଶ୍ୟ — Purpose; ultimate object; motive; end in view
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ଆବଶ୍ୟକତା — Necessity; importance; need
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ହେତୁ — Cause; occasion; reason
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ଉତ୍ପତ୍ତି; ମୂଳ — Origin
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ମତଲବ; ଅଭିପ୍ରାୟ; ଇଚ୍ଛା — Intention; desire; design
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ପ୍ରୟୋଗ କରଣ; ବ୍ୟବହାର; ଉପଯୋଗ — Application; employment; engagement; use
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — ଫଳ; ପରିଣାମ — Consequence; result; end
  • ସଂ. ବି. (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ) — [ଦ୍ର—ନ୍ୟାୟ ଦର୍ଶନରେ 16 ପ୍ରକାର ବସ୍ତୁ ସ୍ୱୀକୃତ ହୋଇ ଅଛି। ତହିଁ ମଧ୍ୟରୁ ପ୍ରୟୋଜନ ଚତୁର୍ଥ ଅଟେ। ଯେଉଁ ଉଦ୍ଦେଶ୍ୟ ଯୋଗୁଁ କୌଣସି କାର୍ଯ୍ୟରେ ପ୍ରବୃତ୍ତି ଜନ୍ମେ ତାକୁ ପ୍ରୟୋଜନ ବୋଲାଯାଏ। ତତ୍ତ୍ୱ ଦୃଷ୍ଟିରେ ଆତ୍ୟନ୍ତିକ ଦୁଃଖ ନିବୃତ୍ତି ହିଁ ସଂସାରରେ ମୁଖ୍ୟ ପ୍ରୟୋଜନ ଅଟେ। ସଂସାରରେ ଅନ୍ୟ ସବୁ ଗୌଣ ପ୍ରୟୋଜନ ଅଟେ। ହି. ଶ.] — [ଦ୍ର—ନ୍ୟାୟ ଦର୍ଶନରେ16ପ୍ରକାର ବସ୍ତୁ ସ୍ୱୀକୃତ ହୋଇ ଅଛି ତହିଁ ମଧ୍ୟରୁ ପ୍ରୟୋଜନ ଚତୁର୍ଥ ଅଟେ ଯେଉଁ ଉଦ୍ଦେଶ୍ୟ ଯୋଗୁଁ କୌଣସି କାର୍ଯ୍ୟରେ ପ୍ରବୃତ୍ତି ଜନ୍ମେ ତାକୁ ପ୍ରୟୋଜନ ବୋଲାଯାଏ ତତ୍ତ୍ୱ ଦୃଷ୍ଟିରେ ଆତ୍ୟନ୍ତିକ ଦୁଃଖ ନିବୃତ୍ତି ହିଁ ସଂସାରରେ ମୁଖ୍ୟ ପ୍ରୟୋଜନ ଅଟେ ସଂସାରରେ ଅନ୍ୟ ସବୁ ଗୌଣ ପ୍ରୟୋଜନ ଅଟେ ହି. ଶ.]