ପ୍ରୟୋଜନୀୟ Prayojanīya

  • ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ମ. ଅନୀୟ) — ଆବଶ୍ୟକ; ଦରକାରୀ; ଉପକାରୀ — Useful; needful; necessary; important
  • ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ମ. ଅନୀୟ) — ଉପଯୁକ୍ତ — Suitable
  • ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ମ. ଅନୀୟ) — କାମିକା — Serviceable