ପ୍ରୟୋଜକ Prayojaka
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ପ୍ରୟୋଗକର୍ତ୍ତା — Applying
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ବ୍ୟବହାରକାରୀ — Using
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ନିଯୋକ୍ତା; ନିଯୋଗକାରୀ — Employing
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ପ୍ରେରକ — Sending
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ପ୍ରବର୍ତ୍ତକ — Setting in action; inducing
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ଉତ୍ତେଜକ — Instigating; exciting
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — ଅନ୍ୟ ଦ୍ୱାରା କାର୍ଯ୍ୟ କରାଇବା ବା ଅନ୍ୟକୁ କାର୍ଯ୍ୟରେ ଲଗାଇବା (ବ୍ୟକ୍ତି) — Causing a thing to be done; causing a thing to be done by others
- ସଂ. ବିଣ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ) — (ବ୍ୟାକରଣ) ଅନ୍ୟ ଦ୍ୱାରା କୌଣସି କାର୍ଯ୍ୟ କରାଇବା ଅର୍ଥ— ଯୁକ୍ତ (କ୍ରିୟା ବା କର୍ତ୍ତା) — 7. (grammar) Causative (form of a verb or subject)
- ସଂ. ବି — କାର୍ଯ୍ୟରେ ନିଯୁକ୍ତକାରୀ ବ୍ୟକ୍ତି — An employer (Apte)
- ସଂ. ବି — ଗ୍ରନ୍ଥକାର — An author (Apte)
- ସଂ. ବି — ପ୍ରତିଷ୍ଠାତା ବ୍ୟକ୍ତି — A founder (Apte)
- ସଂ. ବି — ଋଣଦାତା; ମହାଜନ — A money-lender (Apte)