ପ୍ରୟୋଜକ କର୍ତ୍ତା Prayojaka karttā

  • ସଂ. ବି. (ବ୍ୟାକରଣ) — ଅନ୍ୟ ଦ୍ୱାରା କ୍ରିୟା ସାଧନ କରାଇବା କର୍ତ୍ତା — (grammar) The principal agent; the subject which causes an act to be done by another
  • ସଂ. ବି. (ବ୍ୟାକରଣ) — [ଦ୍ର—ବାକ୍ୟରେ ମୁଖ୍ୟ କର୍ତ୍ତା ଥାଇ, କ୍ରିୟାସାଧନ ପାଇଁ ଅନ୍ୟ କର୍ତ୍ତାର ପ୍ରୟୋଜନ ହେଲେ, ଅର୍ଥାତ୍ ମୁଖ୍ୟକର୍ତ୍ତା ନିଜେ କ୍ରିୟା ସାଧନ ନ କରି ଅନ୍ୟ ଦ୍ୱାରା ତାହା କରାଇଲେ ପ୍ରଥମୋକ୍ତ କର୍ତ୍ତାକୁ ପ୍ରଯୋଜକ କର୍ତ୍ତା ବୋଲାଯାଏ। ଯାହା ଦ୍ୱାରା କ୍ରିୟା ସାଧନ କରାଯାଏ ତାକୁ ପ୍ରୟୋଜ୍ୟ କର୍ତ୍ତା ବୋଲାଯାଏ। ରାମବାବୁ ତାଙ୍କ ଚପରାସି ଦ୍ୱାରା ଗରିବକୁ ମରାଇଲେ। ଏ ବାକ୍ୟରେ ରାମବାବୁ ନିଜେ ନ ମାରି ଚପରାସି ଦ୍ୱାରା ମରାଇବାରୁ ରାମବାବୁ ପ୍ରୟୋଜକ କର୍ତ୍ତା ଓ ଚପରାସି ପ୍ରୟୋଜ୍ୟ କର୍ତ୍ତା। ]