ପ୍ରୋଷ୍ଠୀ Proshṭhī

  • ସଂ. ବି. ସ୍ତ୍ରୀ. (ପ୍ର+ଉଷ୍ ଧାତୁ=ପୋଡ଼ିବା=ସଂଜ୍ଞାର୍ଥେ ଠ+ ସ୍ତ୍ରୀ. ଈ) — ଯାହା ଖାଇଲେ ପିତ୍ତ ବୃଦ୍ଧି ଯୋଗୁଁ ଶରୀରରେ ଦାହ ଉତ୍ପନ୍ନ ହୁଏ)— ଶଫରୀ; କେରାଣ୍ଡି ମାଛ — Carp; Cyprinus Pansinus Barbus; Chola