ପ୍ରୋଷିତ ଭର୍ତ୍ତୃକା Proshita bharttṛukā

  • ସଂ. ବିଣ. ସ୍ତ୍ରୀ — ଯାହାର ପତି ପ୍ରବାସରେ ଅଛନ୍ତି — (a woman) Whose hus- band is gone abroad
  • ସଂ. ବି. ସ୍ତ୍ରୀ — ନାୟିକାବିଶେଷ; ପତିଙ୍କ ପ୍ରବାସ ଯୋଗୁଁ କାମାର୍ତ୍ତା ଓ ଦୁଃଖାର୍ତ୍ତା ସ୍ତ୍ରୀ — A woman who feels amorous and dejected on account of the absence of her husband
  • ସଂ. ବି. ସ୍ତ୍ରୀ — [ଦ୍ର—କାବ୍ୟରେ ବର୍ଣ୍ଣିତ ନାୟିକାଙ୍କର ଆଠ ପ୍ରକାର ମଧ୍ୟରୁ ଏହା ଏକ।]