ପ୍ରୋତ୍ସାହ Protsāha

  • ସଂ. ବି.—(ପ୍ର+ଉତ୍ସାହ) — ଅତ୍ୟନ୍ତ ଉତ୍ସାହ — Ardent zeal; ardour; encouragement
  • ସଂ. ବି.—(ପ୍ର+ଉତ୍ସାହ) — ସମ୍ୟକ୍ ଉତ୍ତେଜନ — Stimulus; instigation