ପ୍ରୋତ୍ସାରଣ Protsāraṇa
- ସଂ. ବି.—(ପ୍ର+ଉତ୍ସାରଣ) — ବହିଷ୍କରଣ — Driving out; expulsion
- ସଂ. ବି.—(ପ୍ର+ଉତ୍ସାରଣ) — ପରିତ୍ୟାଗ; ପରିବର୍ଜନ — Abandonment; relinquishment; giving up; getting rid of (Apte)
- ସଂ. ବି.—(ପ୍ର+ଉତ୍ସାରଣ) — ଉତ୍ତେଜିତ — Urged forward
- ସଂ. ବି.—(ପ୍ର+ଉତ୍ସାରଣ) — ପ୍ରଦାନ; ଦେବା — Granting; giving