ପ୍ରୋତ୍ସାଦନ Protsādana

  • ସଂ. ବି.—(ପ୍ର+ଉତ୍+ସଦ୍ ଧାତୁ ଣିଚ୍ ସାଦି ଧାତୁ+ ଭାବ. ଅନ) — ବିଲୋପ — Annihilation; extermination
  • ସଂ. ବି.—(ପ୍ର+ଉତ୍+ସଦ୍ ଧାତୁ ଣିଚ୍ ସାଦି ଧାତୁ+ ଭାବ. ଅନ) — ମନ୍ତ୍ରଣା; ଚକ୍ର; କୌଶଳ — Stratagem