ପ୍ରେସିଡେନ୍ସି Presiḍensi

  • ବୈଦେ. ବି. (ଇଂ.) — ଇଂରାଜଶାସିତ ଭାରତର ଶାସନ ବିଭାଗର ଭିନ୍ନ ଭିନ୍ନ ପ୍ରଦେଶ — Presidency; province
  • ବୈଦେ. ବି. (ଇଂ.) — [ଦ୍ର—ଭାରତରେ ବଙ୍ଗ, ମାନ୍ଦ୍ରାଜ ଓ ବୋମ୍ବେଇ ଏହି 3 ଟି ପ୍ରଦେଶ ପ୍ରେସିଡେନ୍ସି ନାମରେ ଖ୍ୟାତ।] — [ଦ୍ର—ଭାରତରେ ବଙ୍ଗ, ମାନ୍ଦ୍ରାଜ ଓ ବୋମ୍ବେଇ ଏହି3ଟି ପ୍ରଦେଶ ପ୍ରେସିଡେନ୍ସି ନାମରେ ଖ୍ୟାତ]
  • ବୈଦେ. ବି. (ଇଂ.) — ପ୍ରେସିଡେଣ୍ଟ୍ଙ୍କ ପଦ ବା କର୍ମ — The duties or position of a President