ପ୍ରେସିଡେଣ୍ଟ୍ Presiḍeṇṭ

  • ବୈଦେ. ବି. (ଇଂ.) — ସଭାର ସଭାପତି — Chairman of a meeting
  • ବୈଦେ. ବି. (ଇଂ.) — ଫ୍ରାନ୍ସ ଓ ଆମେରିକା ଯୁକ୍ତରାଜ୍ୟ ଆଦି ପ୍ରଜାତନ୍ତ୍ର ରାଜ୍ୟର ନର୍ବାଚିତ ପ୍ରଧାନ ଶାସନକର୍ତ୍ତା — The president of a republic
  • ବୈଦେ. ବି. (ଇଂ.) — ଗ୍ରାମ୍ୟ ଚଉକିଦାର ଇଉନିଅନର ପଞ୍ଚାଏତମାନଙ୍କର ସଭାପତି — The president panchayet of a Chaukidari union