ପ୍ରେଷିତ Preshita

  • ସଂ. ବିଣ. (ପ୍ର+ଇଷ୍ ଧାତୁ+ତ) — ପ୍ରେରିତ (ଦେଖ) — Prerita (See)
  • ସଂ. ବି — ସଙ୍ଗୀତର ସ୍ୱରସାଧନ ବିଶେଷ (ଯଥା—ସାରେ, ରେଗା, ଗାମା, ମାପା, ପାଧା, ଧାନି, ନିସା, ସାନି, ନିଧା, ଧାପା, ପାମା, ମାଗା, ଗାରେ, ରେସା—ହି. ଶ.) — A kind of musical practice