ପ୍ରେଷଣା Preshaṇā

  • ସଂ. ବି. (ପ୍ର+ଇଷ୍ ଧାତୁ ଣିଚ୍ +ଭାବ. ଅନ) — ପ୍ରେରଣ; ପଠାଇବା — Sending; directing
  • ସଂ. ବି. (ପ୍ର+ଇଷ୍ ଧାତୁ ଣିଚ୍ +ଭାବ. ଅନ) — ଆଜ୍ଞା ଦେବା — Ordering; directing