ପ୍ରେମଜ୍ଞ Premajn̄a

  • ଦେ. ବି — ପ୍ରେମ ଜାଣିଥିବା — Loving; versed in the mysteries of love
  • ଦେ. ବି — ପ୍ରେମଗ୍ୟଁ ପୁରୁଷ ପାଇବୁ, ଏ ଯଉବନ ତାକୁ ଦେବୁ। ଭୂପତି. ପ୍ରେମପଞ୍ଚାମୃତ।