ପ୍ରେମ ପଞ୍ଚାମୃତ Prema pan̄chāmṛuta
- ଦେ. ବି. (ନାମ) — ଭୂପତି ପଣ୍ଡିତଙ୍କ ରଚିତ ଓଡ଼ିଆ ପଦ୍ୟ ଗ୍ରନ୍ଥ — Title of an Oriya poem by Bhūpati Pandit
- ଦେ. ବି. (ନାମ) — [ଦ୍ର—ଦିବ୍ୟସିଂହ ଦେବଙ୍କ 8 ମ ଅଙ୍କ ବା ଖ୍ରୀ 1695।96 ସାଲରେ ଏ ଗ୍ରନ୍ଥର ରଚନା ସମାପ୍ତ ହୋଇଥିଲା। ଏଥିରେ ରାଧା— କୃଷ୍ଣଙ୍କ ଲୀଳା ଓ ଗୋପୀମାନଙ୍କ ଅହେତୁକୀ ଭକ୍ତି ଓ ରାସକ୍ରୀଡ଼ା ବର୍ଣ୍ଣିତ ହୋଇଅଛି। ଏ ଗ୍ରନ୍ଥକୁ ଅରୁଣୋଦୟ ପ୍ରେସ ଓ ପ୍ରାଚୀ ସମିତି ପ୍ରକାଶ କରିଥିଲେ।] — [ଦ୍ର—ଦିବ୍ୟସିଂହ ଦେବଙ୍କ8ମ ଅଙ୍କ ବା ଖ୍ରୀ169596ସାଲରେ ଏ ଗ୍ରନ୍ଥର ରଚନା ସମାପ୍ତ ହୋଇଥିଲା ଏଥିରେ ରାଧା— କୃଷ୍ଣଙ୍କ ଲୀଳା ଓ ଗୋପୀମାନଙ୍କ ଅହେତୁକୀ ଭକ୍ତି ଓ ରାସକ୍ରୀଡ଼ା ବର୍ଣ୍ଣିତ ହୋଇଅଛି ଏ ଗ୍ରନ୍ଥକୁ ଅରୁଣୋଦୟ ପ୍ରେସ ଓ ପ୍ରାଚୀ ସମିତି ପ୍ରକାଶ କରିଥିଲେ]