ପ୍ରେମ ଜଳ Prema jaḻa

  • ସଂ. ବି. (ମ. ପ. ଲୋ) — ପ୍ରସ୍ୱେଦ; ଝାଳ (ହି. ଶବ୍ଦସାଗର) — Perspiration; sweat
  • ସଂ. ବି. (ମ. ପ. ଲୋ) — ପ୍ରେମ ଅଶ୍ରୁ; ପ୍ରେମରେ ଆଖିରୁ ବହିବା ଲୁହ; ଆନନ୍ଦାଶ୍ରୁ — Tears due to a paroxysm of delight